
ଦୁବାଇ: କିଙ୍ଗସ ଇଲେଭେନ ପଞ୍ଜାବର ବୋଲିଂରେ ଧରାଶାୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପଞ୍ଜାବ ୯୭ ରନର ବୃହତ ବ୍ୟବଧାନରେ ବିଜୟ ହାସଲ କରିଛି । ଏହି ବିଜୟ ସହ ପଞ୍ଜାବ ଚଳିତ ଆଇପିଏଲରୁ ନିଜର ଯାତ୍ରା ଆରମ୍ଭ କରିଛି । ଏହି ମ୍ୟାଚରେ ପଞ୍ଜାବ ପକ୍ଷରୁ କେ ଏଲ ରାହୁଲ ଶତକ ହାସଲ କରିଥିଲେ ।
from ଖେଳ – Sambad https://ift.tt/364zYW8
0 Comments